ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ମଈନ୍ଦିପୁର ଅଞ୍ଚଳର ଜଣାଶୁଣା ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୂତି ଭୂଷଣ ଦାଶଙ୍କର ଗତକାଲି ରାତିରେ ପରଲୋକ ହୋଇଛି। କବିରାଜ ବିଭୁତି ଭୂଷଣ ଦାଶ ଜଗତସିଂହପୁର ଜ଼ିଲ୍ଲା ବିଜେଡି ଉପଦେଷ୍ଟା କମିଟି ସଦସ୍ୟ ଥିଲେ। ଏହାଛଡ଼ା ସେ ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଥିଲେ। ସେ ବଇଁଶୀମୋୖଜା କଲେଜ ସମ୍ପାଦକ ଦାୟିତ୍ବ ବି ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଜଣାଶୁଣା ଆୟୁର୍ବେଦ ଚିକିତ୍ସକ ବିଭୂତି ଦାଶଙ୍କ ପରଲୋକ
Advertisment
Follow Us