ବିଜେଡି ନେତା ରଘୁନନ୍ଦନ ଦାସଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଯାଇପାରିବେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ବିଜେଡି ନେତା ରଘୁନନ୍ଦନ ଦାସଙ୍କୁ ଏଥିପାଇଁ ଆଶ୍ୱସ୍ତି ମିଳିଛି। ମହିଳା ସମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ  ଉଦ୍ୟମ ମାମଲାକୁ ନେଇ ବିଜେଡି ନେତା ରଘୁନନ୍ଦନ ଦାସଙ୍କ ନାଁରେ ଥାନାରେ ମାମଲା ହୋଇଥିଲା। ଗିରଫଦାରିକୁ ଏଡ଼ାଇବାକୁ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe