ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

Times of India

ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା କପିଳା ପଞ୍ଚାୟତ ଅନ୍ତର୍ଗତ ରାହାସ ଗୁହାଳୀ ଗ୍ରାମର ଗୋପ ମଲ୍ଲିକ ଏବଂ ପ୍ରଶାନ୍ତ ମଲ୍ଲିକଙ୍କ ୧୧ ବର୍ଷିୟ ଦୁଇ ଝିଅ ନିକଟସ୍ଥ ପୋଖରୀରେ ଗାାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ମୃତ। ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ଦୁଇ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe