ଯାଜପୁର ଚଇନିପୁରଠାରେ ଦବିଲା ବିଜୁସେତୁ

Advertisment

ବୈତରଣୀ ନଦୀର ଯାଜପୁର ଜିଲ୍ଲା ଚଇନିପୁରସ୍ଥିତ କୁସି ନାଳ ଉପରେ ଦବିଲା ବିଜୁସେତୁ। ଆଜି ସକାଳେ ସେତୁର ଦୁଇଟି ଖମ୍ବ ଦବିଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣାସ୍ଥଳରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

20773d1c-66cc-47c0-bc99-62545b59712e

ଯାଜପୁର: ବୈତରଣୀ ନଦୀର ଯାଜପୁର ଜିଲ୍ଲା ଚଇନିପୁରସ୍ଥିତ କୁସି ନାଳ ଉପରେ ଦବିଲା ବିଜୁସେତୁ। ଆଜି ସକାଳେ ସେତୁର ଦୁଇଟି ଖମ୍ବ ଦବିଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣାସ୍ଥଳରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ନଦୀରେ ବନ୍ୟାଜଳ ଆସିଥିବାବେଳେ ପୋଲ ନିକଟରୁ ବେଆଇନ ଭାବେ ଉଠାଯାଇଥିବାରୁ ଏପରି ଘଟିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏବେ ସେତୁର ଉଭୟ ପାର୍ଶ୍ବରେ ବାଉଁଶ ବାନ୍ଧି, ମାଟି ପକାଇ ଯିବାଆସିବା ନକରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ସୂଚନା ଥାଉକି, ଏହି ସେତୁ ୨୦୧୨-୧୩ ମସିହାରେ ନିର୍ମାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe