ଦାନଗଦି: ଯାଜପୁର ଜିଲ୍ଲା ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ଶିଙ୍ଗାଡିଆଠାରେ ଏକ ଘରୋଇ ବସ୍ ଛିଡ଼ା ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜଳିଯାଇଛି। ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ବସ୍ ଟି ଏକ କାରଖାନାକୁ ଶ୍ରମିକମାନଙ୍କୁ ନେବାଆଣିବା କାମରେ ନିୟୋଜିତ ହୋଇଥିବା ଜଣାଯାଇଛି।
ବିଦ୍ୟୁତ୍ ସର୍କିଟ ଯୋଗୁ ରାତିରେ ଜଳିଗଲା ବସ
Advertisment
Follow Us