ଡିପ୍ଲୋମା ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏମ୍‌ସିଏଲ୍ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

new indian express

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଯୁବକ ସ୍ଥାନୀୟ ଆରାବଳ ଗାଁର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ ବୋଲି ଜଣା ପଡିଛି। ସେ ଜଣେ ଡିପ୍ଲୋମା ଇଞ୍ଜିନିୟର। ତେବେ କେହି ଦୃର୍ବୁତ୍ତ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। କିନ୍ତୁ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି ତାହା ତଦନ୍ତ ହେଲେ ସବିଶେଷ ଜଣାପଡ଼ିବ। ମୃତଦେହ ନିକଟରେ ଯୁବକଙ୍କ ବୁଲେଟ ଗାଡ଼ି ମଧ୍ୟ ରହିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe