ନାଳରୁ ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ଅନତି ଦୂରରେ ଥିବା ନାଳ ପାଣିରୁ ରଶି ଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହ‌ୋଇଛି। ମୃତକଙ୍କ ପରିଚୟ ଅବଶ୍ୟ ମିଳିଛି। ମୃତକ ହେଲେ ଓଳେଇ ଗ୍ରାମର ପ୍ରିୟ ରଞନ ଧଳ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଂଝାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ମୃତ ଯୁବକଙ୍କ ଦାଦା ଦେବେନ୍ଦ୍ର ଧଳ  ଅଭିଯୋଗ କରିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe