ଦଶରଥପୁରରେ ବଣୁଆ ହାତୀ ଆତଙ୍କ

Advertisment
ଦଶରଥପୁରରେ ବଣୁଆ ହାତୀ ଆତଙ୍କ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀଟି ଆଜି ସକାଳୁ ପ୍ରଥମେ ବିରାଜପୁର ଧାନ ବିଲରେ ବୁଲୁଥିବା ଦେଖିବାକୁ ମିଲଥିଲା। ଏଣୁ ସ୍ଥାନୀୟ ଲୋକେ ଦେଖି ଘଉଡ଼ାଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀମାନେ ପହଞ୍ଚିଥିଲେ। ହାତୀକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିଲା।

ସୂଚନାଥାଉକି ଭଦ୍ରକରୁ ଏକ ଦନ୍ତା ହାତୀ ପଳାଇ ଆସିଥିବା ବନ ବିଭାଗ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe