odisha Bytes
ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଏକ କାଜୁ ଜଙ୍ଗଲ ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗୋବର୍ଦ୍ଧନପୁର ପଞ୍ଚାୟତ ରଥପଦୀ କାଜୁ ଜଙ୍ଗଲ ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଟମକା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ।
Follow Us