ଯାଜପୁର: ମର୍ଜାଦାପୁର ବୁଥ୍‌ ନମ୍ବର ୨୬ ଓ ୨୭ରେ ଲାଠି ଚାଳନା

Advertisment
ଯାଜପୁର: ମର୍ଜାଦାପୁର ବୁଥ୍‌ ନମ୍ବର ୨୬ ଓ ୨୭ରେ ଲାଠି ଚାଳନା

ଯାଜପୁର: ଧର୍ମଶାଳା ଅନ୍ତର୍ଗତ ମର୍ଜାଦାପୁରର ବୁଥ୍‌ ନମ୍ବର ୨୬ ଓ ୨୭ରେ ରାଜନୈତିକ ଦଳଗୁଡ଼ିକର କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ଲାଠିଚାଳନା କରିଥିବା ପ୍ରକାଶ।

ଏଥିରେ କେହି ଆହତ ହୋଇଥବାର ଖବର ମିଳିନାହିଁ। ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଭିନ୍ନ ଦଳର କର୍ମୀମାନେ ପରସ୍ପର ମଧ୍ୟରେ ଅଭିଯୋଗ କରିବାରୁ ସମ୍ପୃକ୍ତ ବୁଥ୍‌ ସାମ୍ନାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe