ଯାଜପୁର: ଗାଁ ପୋଖରୀରେ ଭାସୁଛି ନାବାଳିକାର ମୃତଦେହ। ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ବେଣ୍ଟା ପୋଖରୀରେ ଭାସୁଛି କାଳନ୍ଦୀ ଜେନାଙ୍କ ଝିଅ ଅନୁ ଜେନାଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଣେ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି।
ଗାଁ ପୋଖରୀରେ ଭାସୁଛି ନାବାଳିକାର ମୃତଦେହ
Advertisment
Follow Us