ନାଳରେ ଭାସି ଯାଇ ଚାଲିଗଲା ନାବାଳକର ଜୀବନ

Advertisment
ନାଳରେ ଭାସି ଯାଇ ଚାଲିଗଲା ନାବାଳକର ଜୀବନ

ଯାଜପୁର: ନାଳରେ ଭାସି ଯାଇ ଜଣେ ନାବାଳକର ମୃତ୍ୟୁୁ ହୋଇଛି। ମୃତକ ହେଲେ ଯାଜପୁର ସଦର ଥାନା କାଳିନ୍ଦ୍ରାବାଦ ଅଞ୍ଚଳର ବିଶ୍ୱରଞ୍ଜନ ସାହୁ। ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ନିଜର ଚପଲ ଭାସି ଯାଇଥିଲା। ତାକୁ ଧରିବାକୁ ଯାଇ ନାଳରେ ଭାସି ଯାଇ ମୃତ ହୋଇଛି। ଅଗ୍ନିଶମ ବାହିନୀ ନାବାଳକକୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe