ହାଇୱା-ସ୍କୁଟି ମୁହାଁମୁହିଁ ଧକ୍କା: ପ୍ରାଣ ହରାଇଲେ ଶାଶୂ, ଅଳ୍ପକେ ବର୍ତ୍ତିଲେ ବୋହୂ

Advertisment
ହାଇୱା-ସ୍କୁଟି ମୁହାଁମୁହିଁ ଧକ୍କା: ପ୍ରାଣ ହରାଇଲେ ଶାଶୂ, ଅଳ୍ପକେ ବର୍ତ୍ତିଲେ ବୋହୂ

ବିଂଝାରପୁର: ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା ମାଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏକ ବାଲି ବୋଝେଇ ହାଇୱା ଯାଜପୁର ଅଭିମୁଖେ ଯାଉଥିବାବେଳେ ସାମ୍ନାପଟୁ ଏକ ସ୍କୁଟିରେ ଶାଶୂ ଓ ବୋହୂ ବିପରୀତ ଦିଗରୁ ଆସୁଥିଲେ। ହାଇୱା ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ହାଇୱା ଧକ୍କାରେ ଘଟଣାସ୍ଥଳରେ ଶାଶୂଙ୍କର ମୃତ୍ୟୁ ହୋଇଛି। ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମହିଳାଜଣକ ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ଇନ୍ଦ୍ରମଣି ରାଉତଙ୍କ ପତ୍ନୀ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe