କାର ପଛରେ ପିଟିଲା ବାଇକ୍‌: ଜଣେ ମୃତ

କାର ପଛରେ ପିଟିଲା ବାଇକ୍‌: ଜଣେ ମୃତ

Telegraph India

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ବାଙ୍କସାହି ସ୍କୁଲ୍‌ ସମ୍ମୁଖରେ ଶନିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଏକ କାର୍‌ ପଛରେ ବାଇକ୍‌ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ଭଅଁରପୁର ପଞ୍ଚାୟତ ବନୀବର ଗ୍ରାମର ସଂଜୟ ଦେହୁରୀ (୨୬)। ସଂଜୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe