୫ଟି ସଚିବଙ୍କ ଗସ୍ତକୁ ଧର୍ମଶାଳାରେ କଳା ବେଲୁନ ଧରି କଂଗ୍ରେସର ବିରୋଧ ପ୍ରଦର୍ଶନ

Advertisment
୫ଟି ସଚିବଙ୍କ ଗସ୍ତକୁ ଧର୍ମଶାଳାରେ କଳା ବେଲୁନ ଧରି କଂଗ୍ରେସର ବିରୋଧ ପ୍ରଦର୍ଶନ

ଧର୍ମଶାଳା : ଯାଜପୁର ଜିଲ୍ଳା ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିରୋଧ। ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି। ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସଚିବଙ୍କ ଗସ୍ତକୁ ସାରା ରାଜ୍ୟରେ ବିରୋଧ କରିବ ବୋଲି କଂଗ୍ରେସ କହିଛି । ଯାହାର ପ୍ରତିଫଳନ ସଚିବ ପାଣ୍ଡିଆନଙ୍କ ଗସ୍ତ ବେଳେ ଦେଖିବାକୁ ମିଳୁଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe