ବ୍ରହ୍ମବରଦାର ତାରିଣୀ ମନ୍ଦିରରୁ ଚୋରି

ବ୍ରହ୍ମବରଦାର ତାରିଣୀ ମନ୍ଦିରରୁ ଚୋରି

public.app

ବ୍ରହ୍ମବରଦା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବ୍ରହ୍ମବରଦା ତାରିଣୀ ଛକ ନିକଟରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ଙ୍କ ହୁଣ୍ଡି ବାକ୍ସର ତାଲାଭାଙ୍ଗି ଟଙ୍କା ଚୋରି କରିନେଇଥିବା ଗ୍ରାମବାସୀ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ. ଦଶରଥ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ରାସ୍ତାକଡ଼ ଦୋକାନଗୁଡ଼ିକରେ ଲାଗିଥିବା ସି.ସି. ଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe