The Fact News
ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ସାନ ଗୋବିନ୍ଦପୁର ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଜଣେ ଅଜଣା ଲୋକର ମୃତଦେହ ଜବତ ହୋଇଛି। ତାଙ୍କ ବୟସ ପ୍ରାୟ ୭୫ ବର୍ଷ। ରସୁଲପୁର ଦମକଳ ବାହିନୀ ଖବର ପାଇ ଅଜଣା ମୃତ ଦେହକୁ ଉଦ୍ଧାର କରିଛି। ଏହି ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
Follow Us