ଯାଜପୁର: ବାଇକ୍‌ରୁ ଖସି ମହିଳା ଗୁରୁତର

ଯାଜପୁର: ବାଇକ୍‌ରୁ ଖସି ମହିଳା ଗୁରୁତର

ଯାଜପୁର: ଯାଜପୁରର ପାଣିକୋଇଲି ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟି ଜନୈକା ମହିଳା ଗୁରୁତର ହେଇଛନ୍ତି। ମହିଳା ଜଣଙ୍କ ତାଙ୍କ ପୁତୁରାଙ୍କ ବାଇକ୍‌ ପଛରେ ବସି ଯାଉଥିଲେ। ଜାତୀୟ ରାଜପଥର ଟୋଲ୍‌ ଗେଟ୍‌ ନିକଟରେ ଥିବା ହମ୍ପ୍ସରେ ଗାଡ଼ି ଏପଟ ସେପଟ ହୋଇଯିବାରୁ ମହିଳା ଜଣକ ତଳକୁ ଖସିପଡ଼ିଥିଲେ। ତାଙ୍କୁ ଗୁଜୁରତ ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe