nitidin
ଯାଜପୁର: ବିଶ୍ୱ କପ କ୍ରିକେଟରେ ଭାରତର ଶୋଚନୀୟ ପରାଜୟ ଦୁଃଖରେ ଜୀବନ ହାରିଛନ୍ତି ଯୁବକ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୂଳସାହିର ଦେବରଞ୍ଜନ ଦାସ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଦେବରଞ୍ଜନଙ୍କର ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
Follow Us