ପ୍ରେମ ବ୍ୟାପରକୁ ନେଇ ଜୀବନ ହାରିଲେ ଯୁବକ!

କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ଯାଜପୁର: ଜାରକା ପଞ୍ଚାୟତ ଶଙ୍ଖାରିଡିହ ଛକ ନିକଟ ମୟୁରୀ ଟ୍ରେଡିଂ ଏଜେନସି ଛାତ ଉପରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଧର୍ମଶାଳା ଥାନା ବାରବାଟୀ ପଞ୍ଚାୟତ ଚିତ୍ରକୂଳ ଗ୍ରାମର କୈଳାସ କୁଣ୍ଡୁଙ୍କ ପୁଅ ଶିବଶଙ୍କର(୨୨)। ପ୍ରେମ ବ୍ୟାପରକୁ ନେଇ ସେ ଆତ୍ମହତ୍ୟା କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe