ପାଣିରେ ବୁଡ଼ି ଯୁବତୀ ନିଖୋଜ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ଜଳାଶୟରେ ବୁଡ଼ିଗଲେ ୩ ସାଙ୍ଗ

Deccan Herald

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନିଆଳି ନିକଟରେ ଭରା ନଈରେ ବୁଡ଼ିଗଲେ ଯୁବତୀ। ଆଜି ସକାଳୁ ବରପଦା ପଞ୍ଚାୟତ ନିଆଳି ଗାଁର ସରୋଜ ପରିଡ଼ାଙ୍କ ୨୨ ବର୍ଷିୟା ଝିଅ ସସ୍ମିତା ଓରଫ କଣ୍ଢେଇ ନିଜ ଭାଉଜଙ୍କ ସହ ଗାଧୋଇବାକୁ ଆସିଥିବା ବେଳେ ଅଚାନକ ନଦୀରେ ବୁଡ଼ି ଯାଇଥିଲେ। ଏପରିକି ଭାଉଜ ଧରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଅଗ୍ନିଶମ ବାହିନୀ ଓ ଓଡାରାଫ ଟିମ୍ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe