ସର୍ବଭାରତୀୟ ପାୱରଲିପ୍ଟିଂ ବେଂଚପ୍ରେସରେ ଦ୍ବିତୀୟ ସ୍ଥାନରେ ଜୟପୁରର ବିଶ୍ବନାଥ

Advertisment
ସର୍ବଭାରତୀୟ ପାୱରଲିପ୍ଟିଂ ବେଂଚପ୍ରେସରେ ଦ୍ବିତୀୟ ସ୍ଥାନରେ ଜୟପୁରର ବିଶ୍ବନାଥ

Sambad

ଜୟପୁର: ଛତିଶଗଡ଼ ଦୁର୍ଗରେ ଚାଳିଥିବା ୱାର୍ଲ୍ଡ଼ ପାୱାରଲିଫଟିଂ ସର୍ବଭାରତୀୟ ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲା ଜୟପୁରର ବିଶ୍ବନାଥ ନାୟକ ବେଂଚ ପ୍ରେସରେ ୨ୟ ସ୍ଥାନ ଲାଭ କରି ପୁରସ୍କୃତ ହୋଇଛନ୍ତି। ସେ ୮୫କିଲୋ, ମାଷ୍ଟର ବର୍ଗରେ ୨ୟ ସ୍ଥାନ ଲାଭ କରିଛନ୍ତି।

ଏଥି ପୂର୍ବରୁ ବି ବିଶ୍ବନାଥ ବେଂଚପ୍ରେସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ। ସର୍ବଭାରତସ୍ତରରେ ସେ ଦ୍ବିତୀୟସ୍ଥାନ ହାସଲ କରି ଜିଲ୍ଲାକୁ ଗୌରାବାନ୍ବିତ କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରେ ‌ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe