ସ୍କୁଟିକୁ ଧକ୍କା ଦେଲା ମେଜିକ୍, ଚାଲିଗଲା ଦୁଇ ଜୀବନ

Advertisment
ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼-ଗୁମାଡେରା ରାସ୍ତାର ମାଉସୀ ମା’ ମନ୍ଦିର ନିକଟରେ ଏକ ମେଜିକ ଗାଡ଼ି (ଓଡି ୨୩ ଏଫ୍‌ ୩୩୭୦) ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ଥିବା ଅଇଁଲାପଡ଼ାର ନୂଆଦେଇ କିଷାନ(୫୦) ଓ ମାଳୀପଡ଼ାର ଅଭିମନ୍ୟୁ ପ୍ରଧାନ(୪୦)ଙ୍କ ମୃତ୍ୟୁ ଘଟିଥିଲା।

ମେଜିକଟି ରେମେଣ୍ଡା ଗ୍ରାମରେ ବିବାହ ଉତ୍ସବ ପରେ ବରଯାତ୍ରୀ ଧରି ଗୁମାଡେରା ଫେରୁଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେଜିକ୍ ଗାଡ଼ିକୁ ଜବତ କରିଥିଲା। ଶନିବାର ଶବ ବ୍ୟବଚ୍ଛେଦ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe