ଜୁଆ ଆଡ୍ଡା ଚଢ଼ଉ, ୮ ଗିରଫ

ଜୁଆ ଆଡ୍ଡା ଚଢ଼ଉ, ୮ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଜିଆର୍‌ପି ଚଢ଼ଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୮୦ ଜାର ୪୭୦ ଟଙ୍କା ଓ ତାସପତି ଜବତ ହୋଇଛି। ଗିରଫମାନେ ହେଲେ ନିତିନ କୁମାର, ମହମ୍ମଦ ମାସୁମ, ମଳୟ ଦାଶ, ବିକି ସିହ୍ନା, ମହମ୍ମଦ ନାସିମ, ଈଶ୍ୱରଲାଲ ମେହେର, ମହମ୍ମଦ ଇସ୍ତେକ, ମହମ୍ମଦ ଅବଦୁଲ ଫରିଦ। ଏଏସ୍‌ଆଇ ରମେଶ ଭଇଁସା ଓ ଏସ୍‌ଆଇ ଡି. ନାଏକ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe