ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଖଲିଆକାନି ନିକଟ ଇବଭ୍ୟାଲି ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟର ପାଚେରିକୁ ଲାଗି ରହିଥିବା ପଡ଼ିଆରେ ଫାଙ୍କା ଗୁଳି ଚାଳନା କରାଯାଇଛି। ଦାଦାବଟି ମାଗିବା ଉଦ୍ଦେଶ୍ୟରେ ଗୁରୁବାର ମଧ୍ୟାହ୍ନ ସମୟରେ ଏହି ଗୁଳି ଫୁଟିଥିଲା। ପରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଫୁଲ୍ଲ ଛତ୍ରି ଓ ଚିକୁ ତନ୍ତିକୁ ଅଟକ ରଖି ଘଟଣା ସଂକ୍ରାନ୍ତରେ ପଚରାଉଚରା କରୁଥିବା ବ୍ରଜରାଜନଗର ଆଇଆଇସି ବିଶ୍ୱାମିତ୍ର ହରପାଲ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ପିସ୍ତଲ ଜବତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us