ଝାରସୁଗୁଡ଼ା: ଅପରାଧିକ ମାମଲା ଥିବା ବ୍ୟକ୍ତିିଙ୍କ ଜବରଦଖଲ ଉପରେ ଚାଲିଲା ବୁଲଡୋଜର

Advertisment
ଝାରସୁଗୁଡ଼ା: ଅପରାଧିକ ମାମଲା ଥିବା ବ୍ୟକ୍ତିିଙ୍କ ଜବରଦଖଲ ଉପରେ ଚାଲିଲା ବୁଲଡୋଜର
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର। ଅପରାଧିକ ମାମଲାରେ ଜଡ଼ିତ ଥିବା ମହମ୍ମଦ ସୋନୁ ଜବରଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢ଼ଉ ଜବରଦଖଲ ଉଚ୍ଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବରଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ମହମ୍ମଦ ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଛି। ତାଙ୍କ  ପରିବାର ସଦସ୍ୟଙ୍କ ନାମରେ ୩୦ଟି ଅପରାଧିକ ମାମଲା ରହିଛି। ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe