ଝାରସୁଗୁଡ଼ା: ମୂଷା, ବିଲେଇ ଓ କୁକୁର ଏହି ତିନି ଜୀବ ମଧ୍ୟରେ ସବୁବେଳେ ଅହିନକୁଳ ସଂପର୍କ ରହି ଆସିଛି। ମାତ୍ର ମା'ର ବାତ୍ସଲ୍ୟ ମମତା ଆଗରେ ଏହି ଅହିନକୁଳ ସଂପର୍କ ଯେ ଫିକା ପଡ଼ି ଯାଇ ଏକ ପ୍ରେମର ଡ଼ୋରିରେ ବାନ୍ଧି ହୋଇ ଯାଏ ଏହାର ଏକ ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାଲପଟିଆ ଠାରେ। ଏକ ଛୋଟ ବିଲେଇ ଛୁଆକୁ ମା' କୁକୁର ସ୍ନେହରେ କ୍ଷୀର ପିଆଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ପ୍ରତିଦିନ ଏହି ବିଲେଇ ଛୁଆଟି କୁକୁର ପାଖକୁ ଆସି ଲାଡ଼ଗେଲ ହେଉଥିବା ବେଳେ ମା' କୁକୁର ବିଲେଇ ଛୁଆକୁ ନିଜର ଛୁଆ ଭଳି ତାର ସ୍ତନରୁ କ୍ଷୀର ପିଆଇ ଦେଉଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us