ଝାରସୁଗୁଡ଼ା: ଚାକିରି କରାଇ ଦେବାକୁ କହି ବିଭିନ୍ନ ସ୍ଥାନରେ ବାରମ୍ବାର ନିରୀହ ଯୁବକମାନେ ଠକେଇର ଶିକାର ହେଉଛନ୍ତି। ବ୍ରଜରାଜନଗର ଅଞ୍ଚଳର ଜଣେ ଯୁବକ ନାରାୟଣ ରୋହିଦାସଙ୍କୁ ରେଲେଓ୍ଵ ବିଭାଗରେ ଝଣ୍ଡା ଧରା କାମ କରାଇ ଦେବାକୁ କହି ବେହେରାମାଲ ଅଞ୍ଚଳର କୈଳାସଚନ୍ଦ୍ର ମେହେର ୪ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଜିଆର୍ପି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us