ଆବାସିକ ଇଂରାଜି ମିଡିୟମ ସ୍କୁଲରେ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ୧୫ ମୋବାଇଲ୍

Advertisment
ଆବାସିକ ଇଂରାଜି ମିଡିୟମ ସ୍କୁଲରେ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ୧୫ ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡ଼ିହିରେ ଏକ ଆବାସିକ ଇଂରାଜି ମିଡିୟମ ସ୍କୁଲରେ ପଶି ୯ରୁ ୧୦ ଜଣ ଡକାୟତ ଦଳ  ଲୁଟ୍ କରିଛନ୍ତି। ସେମାନେ କର୍ମଚାରୀମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରି ନେଇ ପ୍ରାୟ ୨୦ ଲକ୍ଷ ଟଙ୍କା ଓ ୧୫ ଟି ମୋବାଇଲ ନେଇ ପଳେଇ ଯାଇଥିଲେ।
ଦୁର୍ବୃତ୍ତମାନେ ସେଣ୍ଟ ଅର୍ଣୋଲ୍ଡ ସ୍କୁଲରେ ବହି ବିକ୍ରି ହୋଇ ରହିଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ସୂଚନା ପାଇବା ପରେ ଲଇକେରା ଥାନା ପୁଲିସ ଘଟଣାସ୍ଥଳେର ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe