ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ: ଉତ୍ତରାଞ୍ଚଳ ଆଇଜି

Advertisment
ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ: ଉତ୍ତରାଞ୍ଚଳ ଆଇଜି

india today

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଅପରାଧୀଙ୍କ ଘର ଭାଙ୍ଗିବା ପରେ ଆକ୍ସନ ମୋଡରେ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଯେକେହି ବି ସରକାରୀ ଜାଗା ଜବରଦଖଲ କରି ସଂଗଠିତ ଅପରାଧ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି କହିଛନ୍ତି ।

ଆଗକୁ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁସାରେର ବନ୍ଧବାହାଲରେ ଗତକାଳି ଜଣେ ଅପରାଧୀଙ୍କ ଘର ଭଙ୍ଗାଯିବାବେଳେ ଆଇଜି ହିମାଂଶୁ ଲାଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe