ଖଲିଆକାନି-ଗଣ୍ଡଘୋରା ରାସ୍ତା ଶୋଚନୀୟ

ଖଲିଆକାନି-ଗଣ୍ଡଘୋରା ରାସ୍ତା ଶୋଚନୀୟ

ବ୍ରଜରାଜନଗର: ବ୍ରଜରାଜନଗର ସହରବାସୀଙ୍କ ଯାତାୟାତରେ ସୁବିଧା ପାଇଁ ଖଲିଆକାନିରୁ ଗଣ୍ଡଘୋରା ମଧ୍ୟରେ ଏନଏଚ ୪୯କୁ ସଂଯୋଗ କରି ଏକ ରାସ୍ତା ନିର୍ମାଣ କରାଯାଇଛି। ପିଡବ୍ଲୁଡି ପକ୍ଷରୁ ଏହି ରାସ୍ତା ମଝିରେ ଏକ ପୋଲ ନିର୍ମାଣ ହୋଇଛି। ପୋଲର ଉଭୟ ପାର୍ଶ୍ୱ ୧୦୦ ମିଟରରୁ ଅଧିକ ପକ୍କା ରାସ୍ତା ନଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି। ବର୍ଷା ହେଲେ ୧ ଫୁଟ୍‌ ପର୍ଯ୍ୟନ୍ତ କାଦୁଅ ହୋଇଯାଉଛି। ପ୍ରତିଦିନ ଯାତ୍ରୀମାନେ ଏହି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାକୁ କଂକ୍ରିଟ୍‌ କରାଗଲେ ଲୋକେ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe