ନାବାଳିକା ଉଦ୍ଧାର

ନାବାଳିକା ଉଦ୍ଧାର

ଝାରସୁଗୁଡ଼ା: ବଡ଼ମାଳ ପୁଲିସ୍‌ ବୁଧବାର ଭୋର୍‌ ସକାଳେ ଜଣେ ୧୭ ବର୍ଷିଆ ନାବାଳିକାକୁ ଉଦ୍ଧାର କରି ଚାଇଲ୍‌ଡଲାଇନ୍‌କୁ ହସ୍ତାନ୍ତର କରିଛି। ସେ ସୁନ୍ଦରଗଡ଼ ଅଞ୍ଚଳର ବୋଲି ଚାଇଲ୍‌ଡଲାଇନ୍‌ ସଂଯୋଜକ ଆଶିଷ ପଣ୍ଡା ସୂଚନା ଦେଇଛନ୍ତି। ନାବାଳିକା ଅସ୍ଥାୟୀ ଆଶ୍ରୟ ଗୃହରେ ଥିବା ବେଳେ ପରିବାର ବର୍ଗ ପରିଚୟ ପ୍ରମାଣ ଦେଇ ନାବାଳିକାକୁ ନେଇପାରିବେ ବୋଲି ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe