ଠିକାଦାରଙ୍କ ଦୁର୍ବ୍ୟବହାର:ପୌର ଅଫିସରେ ତାଲା, ଥାନାରେ ଏତଲା

ଠିକାଦାରଙ୍କ ଦୁର୍ବ୍ୟବହାର:ପୌର ଅଫିସରେ ତାଲା, ଥାନାରେ ଏତଲା

ଝାରସୁଗୁଡ଼ା: ଜଣେ ଠିକାଦାର ମ୍ୟୁନିସିପାଲିଟି ଅଫିସ୍‌ର ଆକାଉଣ୍ଟସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କର୍ମଚାରୀମାନେ ମୁଖ୍ୟ ଫାଟକରେ ଗୁରୁବାର ତାଲା ପକାଇ ଦେଇଥିଲେ। ନଗରପାଳ ବୁଝାସୁଝା କରିବା ଫଳରେ ବିଳମ୍ବରେ ଅଫିସ ଖୋଲିଥିଲା। ଏନେଇ କାଯ୍ୟର୍ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ପୌରଯନ୍ତ୍ରୀ ମନୋଜ ପାତ୍ର ଥାନାରେ ଏତଲା ଦେଇଛନ୍ତି। ଠିକାଦାର ରାଜେଶ ପ୍ରସାଦ ସା ଗତ ମଂଗଳବାର କର୍ମଚାରୀଙ୍କୁ ଚପଲରେ ମାରିବାକୁ ଉଦ୍ୟତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe