ଝାରସୁଗୁଡ଼ା,: ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶୁକ୍ରବାର ଝାରସୁଗୁଡ଼ା ଚେମ୍ବର ଅଫ୍ କମର୍ସ ପକ୍ଷରୁ ବିଦ୍ୟୁତ କାଟ୍ ବନ୍ଦ ପାଇଁ ଜିଲ୍ଲାପାଳ ଓ ୱେସକୋ ନିର୍ବାହୀ ଯନ୍ତ୍ରୀଙ୍କଠାରେ ଦାବି କରାଯାଇଛି। ଏ ନେଇ ଏକ ସ୍ମାରକପତ୍ର ଦିଆଯାଇଥିବା ଚେମ୍ବର ଅଫ୍ କମର୍ସର ସଭାପତି ହୀରାଲାଲ ଲୋକଚନ୍ଦାନୀ ଜଣାଇଛନ୍ତି। ସେହିପରି ଚେମ୍ବର ଅଫ୍ କମର୍ସ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ମଧ୍ୟ ଝାରସୁଗୁଡ଼ା ପ୍ରତିଷ୍ଠା କରାଯାଉ ବୋଲି ଦାବି କରାଯାଇ ଏକ ସ୍ମାରକ ପତ୍ର ଦିଆଯାଇଥିବା ଜଣାଯାଇଛି।
ବିଦ୍ୟୁତ କାଟ୍ ନେଇ ବଢ଼ୁଛି ଅସନ୍ତୋଷ:
Advertisment
Follow Us