୫ଟି ସଚିବଙ୍କର ଝାରସୁଗୁଡ଼ା ଗସ୍ତକୁ ଜୋରଦାର ବିରୋଧ: ଲାଗିଲା 'ଗୁମାସ୍ତା ଗୋ ବ୍ୟାକ' ପୋଷ୍ଟର

୫ଟି ସଚିବଙ୍କର ଝାରସୁଗୁଡ଼ା ଗସ୍ତକୁ ଜୋରଦାର ବିରୋଧ: ଲାଗିଲା 'ଗୁମାସ୍ତା ଗୋ ବ୍ୟାକ' ପୋଷ୍ଟର

ଝାରସୁଗୁଡ଼ା: ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କର ଝାରସୁଗୁଡ଼ା ଗସ୍ତକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛିl ରାତିଅଧିଆ ଝାରସୁଗୁଡ଼ାରେ ଲାଗିଛି 'ଗୁମାସ୍ତା ଗୋ ବ୍ୟାକ' ପୋଷ୍ଟର ଓ କଳାପତାକା।

publive-image

ନିର୍ଦ୍ଧାରିତ ସମୟରୁ ଦେଢ଼ ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଚାଲୁଥିବାରୁ ଏହାକୁ ନେଇ ବି ଅସନ୍ତୋଷ ପ୍ରକାଶ ପାଇଛିl ବ୍ରଜରାଜନଗରରେ ବିଜେପି ପକ୍ଷରୁ ରାଲି କରାଯାଇ ୫ଟି ସଚିବଙ୍କୁ ବିରୋଧ କରାଯାଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe