ରେଳ ଲାଇନ୍‌ ପାର୍‌ କରିବା ସମୟରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ୨ ଅଜଣା ଯୁବକଙ୍କ ଜୀବନ

ରେଳ ଲାଇନ୍‌ ପାର୍‌ କରିବା ସମୟରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ୨ ଅଜଣା ଯୁବକଙ୍କ ଜୀବନ

India Rail Info

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଟ୍ରେନ୍‌ ଧକ୍କାରେ ମଙ୍ଗଳବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜିଆର୍‌ପି ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଥମ ଘଟଣାରେ ଟ୍ରେନ୍‌ ଧକ୍କାରେ ଆହତ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଟ୍ରେନ୍‌ ଯୋଗେ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଠାରୁ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପରେ ମୃତ୍ୟୁ ଘଟିଥିଲା। ଦ୍ବିତୀୟ ଘଟଣାରେ ଧରୁଆଡିହି ନିକଟରେ ରେଳ ଲାଇନ୍‌ ପାର୍‌ କରିବା ସମୟରେ ଟ୍ରେନ୍‌ ଧକ୍କାରେ ଅଜଣା ଯୁବକଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe