ଝାରସୁଗୁଡ଼ା, : ଅପରାହ୍ନରେ ଝାରସୁଗୁଡ଼ା ସରବାହାଲ ବାଇପାସ୍ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ସହ ଧକ୍କା ହୋଇ ବାଇକଟି ଟ୍ରକ ତଳେ ପଶି ଯାଇଥିଲା। ସେମାନେ ହେଲେ ଝରିଆନାଲର ସୋନୁ ବେସନ ଓ ଡ଼ୁଙ୍ଗୁରିପାଲିର ବବୁଲ ସରାଫ। ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟ ସମଲେଶ୍ବରୀ ହସପିଟାଲରେ ଭର୍ତ୍ତି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us