ଝାରସୁଗୁଡ଼ା: ଶୁକ୍ରବାର ଅପରାହ୍ଣରେ ବଡ଼ମାଳ ଥାନା ବୃନ୍ଦାମାଳ ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ କ୍ଷୀରୋଦ ଜୟପୁରିଆ (୩୮)ଙ୍କ ମୃତ୍ୟୁ ହୋଇଛି। ବାଇକ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଚିତ୍ତରଂଜନ କୁସୁମା ଗୁରୁତର ଆହତ ହୋଇଛନ୍ତି। ସେ ବୁର୍ଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବଡ଼ମାଳ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ କରାଇବା ସହ ଅଧିକ ତଦନ୍ତ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us