ଏମଏସପି ପ୍ଲାଣ୍ଟରେ ବେଲ୍ଟରେ କଟି ଶ୍ରମିକ ମୃତ

ଏମଏସପି ପ୍ଲାଣ୍ଟରେ ବେଲ୍ଟରେ କଟି ଶ୍ରମିକ ମୃତ

jsglive.in

ଝାରସୁଗୁଡା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରକୁଟାସ୍ଥିତ ଏମଏସପି ପ୍ଲାଣ୍ଟରେ ପୁଣି ଏକ ଅଘଟଣ ଘଟିଛି। ଏଠାରେ କଳଙ୍କି ସଫା କରିବା ବେଳେ ବେଲ୍ଟରେ କଟିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ପଶ୍ଚିମବଙ୍ଗର ଦୁର୍ଯ୍ୟୋଧନ ବେଉରା(୩୫)। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe