ସଟ ସର୍କିଟ ଯୋଗୁ ଜଳିଗଲା ୪ ଦୋକାନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Advertisment
ସଟ ସର୍କିଟ ଯୋଗୁ ଜଳିଗଲା ୪ ଦୋକାନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ସକାଳୁ ନକଟିଗୁଡରେ ସଟ ସର୍କିଟ ଯୋଗୁ ନିଆଁ ଲାଗି ୪ଟି ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପନିପରିବା ଦୋକାନୀଙ୍କ ବି କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। କେତେ କ୍ଷତି ହୋଇଛି, ତାର ଆକଳନ ହୋଇ ନାହିଁ।

ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନୂତନ ପୌରାଧକ୍ଷା ସଂଯୁକ୍ତା ବେହେରା ପହଞ୍ଚି  ଘର ପୋଡ଼ିଯାଇଥିବା ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe