ଧରାପଡ଼ିଲେ ଅଭିଯୁକ୍ତ ପ୍ରଧାନଶିକ୍ଷକ

Advertisment
ଧରାପଡ଼ିଲେ ଅଭିଯୁକ୍ତ ପ୍ରଧାନଶିକ୍ଷକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସିରିମସ୍କା ଉନ୍ନୀତ ବିଦ୍ୟାଳୟର ଦୁଷ୍କର୍ମ ଅଭିଯୁକ୍ତ ପୂର୍ବ ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାପାତ୍ର ପୁଲିସ ଜାଲରେ ପଡ଼ିଛନ୍ତି।

ଧରାପଡ଼ିବା ପରେ ଶ୍ରୀ ମହାପାତ୍ରଙ୍କୁ ପୁଲିସ ରିଜର୍ଭ ଠାରେ ଜେରା କରାଯାଇଥିଲା। ପୁଲିସ ଭୁବନେଶ୍ବର ନା ବ୍ରହ୍ମପୁର କେଉଁ ସ୍ଥାନରୁ ତାଙ୍କୁ ଧରିଲା କୌଣସି ତଥ୍ୟ ପ୍ରକାଶ କରି ନାହିଁ। ଅତି ଗୁପ୍ତ ଭାବରେ ତଦନ୍ତ ଚାଲିଥିବା ବେଳେ ପୁଲିସର ଭୂମିକା ନେଇ ସାଧାରଣରେ ଭିନ୍ନ ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe