ଟ୍ରାକ୍ଟରକୁ ବଂଚେଇବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ

Advertisment

କଳାହାଣ୍ଡି ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦଣ୍ଡାମୁଣ୍ଡା ଭଣ୍ଡାର ନଦୀ ନୂତନ ସେତୁ ଉପରେ ଗୋଟିଏ ଟ୍ରାକ୍ଟରକୁ ବଞ୍ଚେଇବାକୁ ଯାଇ ସେତୁ ଉପରେ କାର ବାଡେଇ ହୋଇଛି। ଯାହା ଫଳରେ କାର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।

କଳାହାଣ୍ଡି ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦଣ୍ଡାମୁଣ୍ଡା ଭଣ୍ଡାର ନଦୀ ନୂତନ ସେତୁ ଉପରେ ଗୋଟିଏ ଟ୍ରାକ୍ଟରକୁ ବଞ୍ଚେଇବାକୁ ଯାଇ ସେତୁ ଉପରେ କାର ବାଡେଇ ହୋଇଛି। ଯାହା ଫଳରେ କାର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।

73364c0c-a4ef-4637-a45b-862f2a7052a8

ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦଣ୍ଡାମୁଣ୍ଡା ଭଣ୍ଡାର ନଦୀ ନୂତନ ସେତୁ ଉପରେ ଗୋଟିଏ ଟ୍ରାକ୍ଟରକୁ ବଞ୍ଚେଇବାକୁ ଯାଇ ସେତୁ ଉପରେ କାର ବାଡେଇ ହୋଇଛି। ଯାହା ଫଳରେ କାର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ସଦର ଗ୍ରାମର ବିସିକେଶନ ପାଢ଼ୀ କିୟା ସେଲଟସ କାର ସିଜି୦୪ ଏନଜି ୪୭୯୬ରେ ଦଣ୍ଡମୁଣ୍ଡାରୁ ଚନ୍ଦାହାଣ୍ଡି ଫେରୁଥିବା ସମୟରେ ଭଣ୍ଡାର ନଦୀ ସେତୁ ଉପରେ ହଠାତ ଏକ ଟ୍ରାକ୍ଟର ଆସିଯିବାବେଳେ କାର ଭାରସାମ୍ୟ ହରାଇ ସେତୁ ଉପରେ ପିଟି ହୋଇଥିଲା। ଯାହା ଫଳରେ କାରର ଉଭୟପାର୍ଶ୍ଵର ବେଲୁନ ଫାଟି ବାହାରିବା ଫଳରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ଲାବଣ୍ୟ ବେମାଲ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe