Advertisment

ସୁନାମୁଖୀ ଜଙ୍ଗଲରେ ଯୁବକଙ୍କ ମୁଣ୍ଡବିହୀନ ଶବ ଜବତ

Advertisment
ସୁନାମୁଖୀ ଜଙ୍ଗଲରେ ଯୁବକଙ୍କ ମୁଣ୍ଡବିହୀନ ଶବ ଜବତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ରିଷିଡା-ମ ରାମପୁର ରାସ୍ତାର ଅଲାତରା ସନ୍ନିକଟ ସୁନାମୁଖୀ ଜଙ୍ଗଲରେ ଏକ ଯୁବକର ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି।  ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କର ପରିଚୟ ମିଳିପାରିନାହିଁ। ତେବେ ମୃତକଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରୁନାହିଁ। ଶବର ଡାହାଣ ଆଙ୍ଗୁଠିରେ ତିନୋଟି ମୁଦି ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି ଓ ବାଇକ ଚି଼ହ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe