ଦୁର୍ଘଟଣାରେ ବୃଦ୍ଧା ମୃତ

Advertisment
ଦୁର୍ଘଟଣାରେ ବୃଦ୍ଧା ମୃତ

କୁଚିଣ୍ଡା: କୁଚିଣ୍ଡା-ଭୋଜପୁର ରାସ୍ତାରେ ଲାଡ ଗ୍ରାମର ଦ୍ରୌପଦୀ ପଧାନ (୬୫) ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଗତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍‌ ପଛ ପଟୁ (ଓଆର ୧୫ଡି ୯୫୬୭) ତାଙ୍କୁ ଧକ୍କା ଦେଇଥିଲା। କୁଚିଣ୍ଡା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe