କୂଅକୁ ଖସି ପଡ଼ିଲେ ୨ ନାବାଳକ: ଚାଲିଗଲା ଜଣଙ୍କ ଜୀବନ, ଆରଜଣଙ୍କ ସୁରକ୍ଷିତ ଉଦ୍ଧାର

Advertisment
କୂଅକୁ ଖସି ପଡ଼ିଲେ ୨ ନାବାଳକ: ଚାଲିଗଲା ଜଣଙ୍କ ଜୀବନ, ଆରଜଣଙ୍କ ସୁରକ୍ଷିତ ଉଦ୍ଧାର

ଭବାନୀପାଟଣା: ଟାଉନ୍ ଥାନା ଜେନାଖାଲପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ଛୁଆ। ଉଭୟଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆରଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ଦ୍ୱାରା ୭ ବର୍ଷ ବୟସ୍କ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି। ମୃତ ଶିଶୁ ପିଣ୍ଟୁ ନାଏକଙ୍କ ପୁଅ ପ୍ରିନ୍ସ ନାଏକ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe