ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬ ଛୁଇଁଲା

Advertisment
ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬ ଛୁଇଁଲା

କୋକସରା : କୋକସର ବ୍ଲକ ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ୧୩୫କୁ ଛୁଇଁଥିବା ବେଳେ ସୋମବାର ୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭବାନୀପାଟଣା ଲାବ୍‌କୁ ପଠାଯାଇଥିଲା। ବୁଧବାର ରିପୋର୍ଟ ଅସିଲା ପରେ ତନ୍ମଧ୍ୟରୁ ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି। ଫଳରେ ଆକ୍ରାନ୍ତ ସଂଖ୍ୟା ୧୩୬କୁ ଛୁଇଁଛି। ବୁଧବାର କୌଣସି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe