କଳାହାଣ୍ଡି କୁରୁକ୍ଷେତ୍ର : ଜାଣନ୍ତୁ ଲୋକସଭା ଓ ୭ ବିଧାନସଭା ଆସନରୁ କେଉଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ବିଜୟ-ପରାଜୟ ନିର୍ଦ୍ଧାରିତ ହେବ ଆସନ୍ତାକାଲି

Advertisment
କଳାହାଣ୍ଡି କୁରୁକ୍ଷେତ୍ର : ଜାଣନ୍ତୁ ଲୋକସଭା ଓ ୭ ବିଧାନସଭା ଆସନରୁ କେଉଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ବିଜୟ-ପରାଜୟ ନିର୍ଦ୍ଧାରିତ ହେବ ଆସନ୍ତାକାଲି

କଳାହାଣ୍ଡି ଲୋକସଭା ଆସନରେ ହେଉଛି ଜୋରଦାର ଲଢ଼େଇ। ଆସନ୍ତୁ ଜାଣିବା ଏହା ଅଧିନସ୍ଥ ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପଟଣା ଓ ନର୍ଲା ବିଧାନସଭା ଆସନରୁ କେଉଁ ପ୍ରମୁଖ ଦଳର ପ୍ରାର୍ଥୀ କେଉଁଠୁ ଲଢୁଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍‌। ସେହିପରି ୨୮ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe