କନ୍ଧମାଳ: ନଦୀରେ ବୁଡ଼ି ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ

Advertisment
କନ୍ଧମାଳ: ନଦୀରେ ବୁଡ଼ି ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ

କନ୍ଧମାଳ: ଟିକାବାଲି ବ୍ଲକ ଅନ୍ତର୍ଗତ ମୁନିଗାଁରେ ମଙ୍ଗଳବାର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ନଦୀରେ ବୁଡ଼ି ନିଖୋଜ ହୋଇଥିବା ସୂଚନା ମିଳିଛି। ବିକ୍ରମ କହଁର ସାଙ୍ଗମାନଙ୍କ ସହିତ ନଦୀ ଆଡ଼କୁ ବୁଲିବାକୁ ଯାଇଥିଲା। ନିଜର ଅସାବଧାନତା ଯୋଗୁଁ ସେ ନଦୀକୁ ଖସି ପଡ଼ିଥିଲା। ଅନ୍ୟପଟରେ ନଦୀର ଜଳସ୍ରୋତ ତୀବ୍ର ଥିବାରୁ ସେ ଭାସିଯାଇଥିଲା। ଅଗ୍ନିଶମ ବିଭାଗକୁ ଘଟଣା ସଂପର୍କରେ ସୂଚନା ଦିଆଯିବା ପରେ କର୍ମଚାରୀମାନେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଖୋଜାଖୋଜି କରିଛନ୍ତି କିନ୍ତୁ ବିକ୍ରମଙ୍କୁ ସେମାନେ ପାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe