ଘୁ.ଉଦୟଗିରି: ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ତରଫରୁ ପବିତ୍ର ଶାମ୍ବ ଦଶମୀ ତିଥିରେ ପଡୁଥିବା ଭାରତ ମୁକ୍ତି ସଂଗ୍ରାମର ଅନବଦ୍ୟ ଯୋଦ୍ଧା ତଥା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୁଇ ସମାଜ ସଭାଗୃହ ଠାରେ ଆୟୋଜିତ ବୈଠକରେ ସମସ୍ତ ଅତିଥି ଉପସ୍ଥିତ ହୋଇଥିଲେ। 

Advertisment

ଆହୁରି ପଢନ୍ତୁ- Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ସମସ୍ତ ଅତିଥି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଅନୁଯାୟୀ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ  ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ  ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଯୁବ ପରିଷଦ ସଭାପତି ଆମନ ପ୍ରଧାନ, ଭୀମସେନ ପ୍ରଧାନ, ଉଦ୍ଦେଶନ ପ୍ରଧାନ,ଅଭିମନ୍ୟୁ ପ୍ରଧାନ,ବାଲିଗୁଡ଼ା କୁଇ ସମାଜ ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢନ୍ତୁ- Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର