ବାଲିଗୁଡ଼ା-ସୀମନବାଡ଼ିି ରାସ୍ତାରେ ମାଓ ପୋଷ୍ଟର

Advertisment
ବାଲିଗୁଡ଼ା-ସୀମନବାଡ଼ିି ରାସ୍ତାରେ ମାଓ ପୋଷ୍ଟର

କନ୍ଧମାଳ: ସୀମନବାଡ଼ି-ବାଲିଗୁଡା ଜାତୀୟ ରାଜପଥ ୫୯ ନମ୍ବରରେ ରବିବାର ମାଓବାଦୀ ପୋଷ୍ଟର ଲାଗିଛି। ମାଓବାଦୀମାାନେ ବାରଡିକିଲୁ ଗାଁରେ ଏହି ପୋଷ୍ଟର ରାତି ୮ଟାରେ ଲଗାଇଛନ୍ତି। ଏଥି ସହିତ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। କୁହାଯାଉଛି ଯେ, ଡୁଡୁକାମା ଓ ସୁଡ୍ରୁକୁମ୍ପା ଏନକାଉଣ୍ଟରକୁ ବିରୋଧ କରି ମାଓବାଦୀ ମାନେ ପୋଷ୍ଟର ଲଗାଇଛନ୍ତି। ଜୁନ ୨୫ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ଵାନ କରିଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ ପୋଷ୍ଟର ଦେଖି ଗାଁଲୋକେ ଭୟଭୀତ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe